ବଲାଙ୍ଗିର, ବଲାଙ୍ଗୀର ରେଞ୍ଜ ର କର୍ମଚାରୀମାନେ ହର୍ଡ଼ଟାଲ ଗ୍ରାମ ନିକଟରେ କାଠ ତିଆରି ଉପକରଣ ସହିତ ୧୬.୯୬ ସିଫ୍ଟ ମାପ ବିଶିଷ୍ଟ ଶାଳ ଗଣ୍ଡି ଏବଂ ସାଇଜ କାଠ ଜବତ କରିଛନ୍ତି। ଜବତ ସାମଗ୍ରୀକୁ ଅଧିକ ଅନୁସନ୍ଧାନ ପାଇଁ ରେଞ୍ଜ ଅଫିସ କ୍ୟାମ୍ପସକୁ ଅଣାଯାଇଥିଲା।
ଫରେଷ୍ଟର ହରିବଂଶ ପଧାନ, ଫରେଷ୍ଟ ଗାର୍ଡ ମିସ୍ ମାନସୀ ସ୍ଵାଇଁ ଏବଂ ଫରେଷ୍ଟ ଗାର୍ଡ ଶ୍ରୀମତୀ ପଦମା ମୁଣ୍ଡା, ବଲାଙ୍ଗୀର ରେଞ୍ଜ ର ପାରା ସ୍କ୍ବାଡ଼ ସହିତ ଏହି ଚଢ଼ଉ କରିଥିଲେ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO