
ଭୁବନେଶ୍ୱର, ମୟୁରଭଂଜ ଜିଲ୍ଲାରେ ଛୁଆ ହାତୀ ଅସୁସ୍ଥ ହୋଇଥିବା ଜଣା ପଡ଼ିଛି । କରଞ୍ଜିଆ ବନଖଣ୍ଡ ବଡ଼ଦେଉଳି ପଞ୍ଚଯାତ ଭଅଁରା ଗ୍ରାମର ନିକଟ ବିଲରେ ୨୨ଟିକିଆ ହାତୀ ପୋଲ ଭିତରୁ ଗୋଟେ ଛୁଆ ହାତୀ ଟି ଅସୁସ୍ଥ ହୋଇପିଡ଼ିଛି । ଖବର ପାଇ ବନବିବିଭଗ ର କର୍ମଚାରୀ ପହଂଚି ଶିଶୁ ହାତୀଟିକୁ ଏକ ଟେମ୍ପୋ ଦ୍ୱରା ରେଞ୍ଜ କାର୍ଯ୍ୟଳୟକୁ ନିଆଯାଇଥିବା ଜଣାପଡିଛି । ତେବେ କରଞ୍ଜିଆ ଡିଏଉଓଙ୍କ କହିବା କଥା ପଶୁ ଡାକ୍ତର ଙ୍କ ନିଁର୍ଧେଶ ମୋତେ ଶିଶୁ ହାତୀଟିର ଚିକିତ୍ସା କରାଯିବ ।