ଭୁବନେଶ୍ୱର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱାୟତ ଶାସନ ଦିବସ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି । ସେ ଟ୍ୱିଟ କରି କହିଛନ୍ତି, ସ୍ୱାୟତ୍ତ ଶାସନ ଦିବସରେ ସମସ୍ତଙ୍କୁ ମୋର ଶୁଭେଚ୍ଛା । ଗଣତାନ୍ତ୍ରିକ ଶାସନ ପ୍ରକ୍ରିୟାରେ ସ୍ୱଚ୍ଛତା ସହ ଆମ ସମସ୍ତଙ୍କ ସହଭାଗିତା ଲୋକଙ୍କ ନିକଟରେ ଶାସନର ସୁଫଳ ପହଞ୍ଚାଇବାରେ ସହାୟକ ହେବ । ଆସନ୍ତୁ ଆଜିର ଦିନରେ ତୃଣମୂଳସ୍ତରରେ ଜନସ୍ୱାସ୍ଥ୍ୟ, ପରିମଳ ଭିତ୍ତିଭୂମିର ବିକାଶ ସହ ସାଧାରଣ କଲ୍ୟାଣମୂଳକ କାର୍ଯ୍ୟକୁ ସଫଳ କରିବା ପାଇଁ ସଙ୍କଳ୍ପବଦ୍ଧ ହୋଇ ଆଗକୁ ବଢ଼ିବା
Related Stories
May 13, 2024
May 13, 2024