ସମ୍ବଲପୁର,ସମ୍ବଲପୁର ଜିଲ୍ଲା ସଦର ମହକୁମାର ସହଯୋଗନଗର ଅଂଚଳରେ ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ ଚଢ଼ଉ କରାଯାଇ ଗୋଟିଏ ବୁଲେଟ୍ ମୋଟରସାଇକେଲ ସହିତ ନଗଦ ୧ ଲକ୍ଷ ଟଙ୍କା ଏବଂ ୨୫୦ ବୋତଲ କଫ୍ ସିରପ୍ ଜବତ କରାଯାଇଛି । ଜବତ ସାମଗ୍ରୀର ମୂଲ୍ୟ ଅଢ଼େଇ ଲକ୍ଷରୁ ଉର୍ଦ୍ଧ୍ଵ ହେବ ବୋଲି ଆକଳନ ହୋଇଛି । ଘଟଣାରେ ସମ୍ପୃକ୍ତ ୩ ଜଣଙ୍କୁ ଗିରଫ କରାଯାଇଛି ।
Related Stories
May 5, 2024