ଭୁବନେଶ୍ୱର, ଭଦ୍ରକ ଜିଲ୍ଲାର ତିହିଡି଼ ଥାନା ସରକାରୀ କ୍ଵାର୍ଟରରେ ଜଣେ କନେଷ୍ଟବଳ ଆତ୍ମହତ୍ୟା କରିଥିବା ଜଣା ପଡିଛି । ଆତ୍ମହତ୍ୟା କରିଥିବା କନେଷ୍ଟବଳ ହେଉଛନ୍ତି ତୋଫାନ ପାତ୍ର । ଆତ୍ମ ହତ୍ୟାର କାରଣ ଜଣା ପଡିନ ଥିବା ବେଳେ ପାରିବାରିକ କଳହ ଯୋଗୁଁ ଆତ୍ମହତ୍ୟା ହୋଇଥିବା ସନ୍ଦେହ କରାଯାଉଛି ।

Editor
ଆମ ସମ୍ପର୍କରେ ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ । HEMANT KUMAR TIWARI MANAGING EDITOR CUM CEO