ଜୟପୁର, କୋରାପୁଟରେ ଗାଁ କୁ ଏ କିପ୍ରକାର ରାସ୍ତା- ମାଆକୁ ଏ କି ପ୍ରକାର ସମ୍ମାନ ? ଗାଁ କୁ ରାସ୍ତା ମାଆକୁ ସମ୍ମାନ କୋରାପୁଟରେ କେବଳ ନାରାରେ ସୀମିତ ରହିଛି। କାଦୁଅ ପଚ ପଚ ରାସ୍ତାରେ ଫସିଲା ଆମ୍ବୁଲାନ୍ସ । ଘଣ୍ଟା ଘଣ୍ଟା ଧରି ଆମ୍ବୁଲାନ୍ସ ଭିତରେ କଷ୍ଟ ପାଇଲେ ଗର୍ଭବତୀ ମାଆ । ଟ୍ରାକ୍ଟର ସାହାଯ୍ୟରେ କାଦୁଅରୁ ବାହାରକୁ ଆସିଲା ଆମ୍ବୁଲାନ୍ସ। କୋରାପୁଟ ଜିଲ୍ଲା ବୈପାରୀଗୁଡା ଅଂଚଳରରୁ ଆସିଛି ଏଭଳି ଦୃଶ୍ୟ।
Related Stories
May 3, 2024