କନ୍ଧମାଳ – କନ୍ଧମାଳ ଜିଲ୍ଲାରେ ବାଲ୍ୟ ବିବାହକୁ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ସହ ବିଭିନ୍ନ ସମ୍ପ୍ରଦାୟ ଏବଂ ଏ ‘ଦିଗରେ କାର୍ଯ୍ୟ କରୁଥିବା ବିଭିନ୍ନ ସ୍ୱେଚ୍ଛାସେବୀ ଅନୁ Â ାନ ଗୁଡ଼ିକର ସାମୁହିକ ଉଦ୍ୟମ ଆରମ୍ଭ ହେବା ସହିତ ଜିଲ୍ଲା ଟାସ୍କ ଫୋର୍ସ କମିଟି ଗଠନ କରାଯାଇଛି. ପ୍ରତ୍ୟେକ ବିଭାଗକୁ ସେମାନଙ୍କର କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରିବାକୁ କନ୍ଧମାଳ ଜିଲ୍ଲାପାଳ ଡା. ବୃନ୍ଦା ଡି. ନିଦେ୍ର୍ଧଶ ମଧ୍ୟ ଦେଇଛନ୍ତି. ତେବେ ଜିଲ୍ଲାରେ ବାଲ୍ୟ ବିବାହ ଭଳି ଏକ ପ୍ରମୁଖ ସମସ୍ୟାକୁ ରୋକିବା ପାଇଁ ଯେଉଁମାନେ ଏହି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଅର୍ଥାତ୍ କିଶୋରୀମାନଙ୍କର ସଂଗଠନକୁ ଜୋରଦାର କରିବାର ସୁଯୋଗ ସୃଷ୍ଟି କରିବା ଉଦେ୍ଧଶ୍ୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦ୍ଭାବନା ସଭାଗୃହରେ ଏକ ବୈ ÷ ଠକ ଅନୁ Â ିତ ହୋଇଯାଇଛି. କନ୍ଧମାଳ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବସନ୍ତ କୁମାର ସାହୁ ଏଥିରେ ଅଧ୍ୟକ୍ଷତା କରି ଜିଲ୍ଲାର କିଶୋର କିଶୋରୀ ମାନଙ୍କୁ “ବାଲ୍ୟ ବିବାହକୁ ନା ‘ ଭଳି ସଚେତନତା କାର୍ଯ୍ୟକ୍ରମରେ ସାମିଲ କରିବାକୁ ପରାମର୍ଶ ଦେଇଥିଲେ. କୈ ÷ ଶୋର ଅବସ୍ଥାରେ ସେମାନେ ଲକ୍ଷ୍ୟ ଭ୍ରଷ୍ଟ ହୋଇ ବିବାହ କରୁଛନ୍ତି. ବେଳେ ବେଳେ ସେମାନଙ୍କର ପିତା ମାତା ବିବାହ କରିଦେଉଛନ୍ତି. ଏହି ଭଳି ଭଲ ପାଇ ବାଲ୍ୟ ବିବାହ କରି ଅଧିକାଂଶ ଝିଅ ଆତ୍ମହତ୍ୟା କରୁଛନ୍ତି. ଏହାକୁ ରୋକିବା ପାଇଁ ସମସ୍ତଙ୍କର ମିଳିତ ଉଦ୍ୟମ ଆବଶ୍ୟକ ବୋଲି ଶ୍ରୀ ସାହୁ କହିଥିଲେ. ଜିଲ୍ଲା ଶିଶୁ ମଙ୍ଗଳ କମିଟିର ଅଧ୍ୟକ୍ଷ ଶ୍ରୀ ଅଶୋକ କୁମାର ବେହେରା ଏ ‘ଦିଗରେ ସଚେତନତାକୁ ଅଧିକ ଗୁରୁତ୍ୱ ଦେଇଥିଲେ. ନିଜର ଝିଅକୁ ବାଲ୍ୟାବସ୍ଥାରେ ବିବାହ ନ ଦେବାକୁ ଚୁକ୍ତିପତ୍ରରେ ସ୍ୱାକ୍ଷର କରିଥିଲେ ମଧ୍ୟ ଲୁଚା ଛପାରେ ବିବାହ କରାଉଛନ୍ତି ଯାହାକି ପରେ ପରେ ଜଣାପଡ଼ୁଛି. ଏପରି ସ୍ଥଳେ ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀମାନେ ସେଥିପାଇଁ ଥିବା ଆଇନ ବ୍ୟବସ୍ଥା ଅନୁସାରେ ଉପଖଣ୍ଡ ବିଚାର ବିଭାଗୀୟ ମାଜିଷ୍ଟେ୍ରଟ୍ କିମ୍ବା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟେ୍ରଟ୍ଙ୍କ ନିକଟରେ ମାମଲା ଦାୟର କରିବା ଆବଶ୍ୟକ ବୋଲି ମତ ଦେଇଥିଲେ. ଫୁଲବାଣୀ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ଶ୍ରୀ ବିରେନ୍ଦ୍ର କୁମାର ଦାସ କହିଲେ ଯେ, ସଚେତନତା ସୃଷ୍ଟି କରାଯାଉଥିଲେ ମଧ୍ୟ ଆଶାନୁରୂପେ ବାଲ୍ୟ ବିବାହକୁ ରୋକାଯାଇପାରୁନାହିଁ. ଏହାକୁ ଆହୁରି ବ୍ୟାପକ କରିବା ସହିତ କିଶୋରୀ ଝିଅମାନଙ୍କୁ ଶିକ୍ଷିତ କରିବାକୁ ଅଧିକ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି ବୋଲି ମତ ଦେଇଥିଲେ. ସେହିପରି ଫୁଲବାଣୀ ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ ଡି.ଟି.ଆର୍. ପଟ୍ଟନାୟକ ପୋଲିସ ବିଭାଗ ତରଫରୁ ନିଆଯାଉଥିବା ପଦକ୍ଷେପ ଉପରେ ଆଲୋଚନା କରିଥିଲେ. ଜିଲ୍ଲା ସମାଜ ମଙ୍ଗଳ ବିଭାଗର କାର୍ଯକ୍ରମ ଅଧିକାରିଣୀ ଏସ୍. ଗାୟତ୍ରୀ ବାଲ୍ୟ ବିବାହର କୁପ୍ରଭାବ ଉପରେ ସମ୍ୟକ ଧାରଣା ଦେବା ସହିତ ପ୍ରତ୍ୟେକ ବିଭାଗ ନିଜ ନିଜ ସ୍ତରରେ ସଚେତନତା ବୃଦ୍ଧି ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ. ସଚେତନତା ବୃଦ୍ଧି ପାଇଁ ଜାତୀୟ ଓ ରାଜ୍ୟ ସ୍ତରରେ ପୁରସ୍କୃତ ହୋଇଥିବା ଅମିତା ପ୍ରଧାନ ଓ ଝୁଲିନା ପ୍ରଧାନ ନିଜକୁ ବାଲ୍ୟ ବିବାହରୁ ମୁକ୍ତ ରଖିବା ସହ ଅନ୍ୟ ଝିଅ ମାନଙ୍କୁ ବାଲ୍ୟ ବିବାହରୁ ରୋକିବା ପାଇଁ ସେମାନେ କିପରି ଗାଁ କୁ ଗାଁ ବୁଲି କ୍ଲବ୍ ଗଠନ କରି ସଚେତନ କରି କେତେଗୁଡ଼ିଏ ବାଲ୍ୟ ବିବାହକୁ ରୋକିପାରିଛନ୍ତି ସେ ଦିଗରେ ସେମାନଙ୍କର ଅନୁଭୂତିକୁ ବର୍ଣ୍ଣନା କରିଥିଲେ ଦିଗରେ. ସେହିପରି ଅନ୍ତରଙ୍ଗ ବାଲ୍ୟ ବିବାହ ପ୍ରତିରୋଧ ମଞ୍ଝର କର୍ମକର୍ତ୍ତା, ପୋଲିସ ବିଭାଗ ଓ ଚାଇଲ୍ଡ ଲାଇନ ଏ ‘ଦିଗରେ ଅଧିକ କ୍ରୀୟାଶୀଳ ହେବାକୁ ଅନୁରୋଧ କରିଥିଲେ ଏବଂ ପ୍ରତି ବିଦ୍ୟାଳୟକୁ ଯାଇ ସଚେତନ କରାଇବା ପାଇଁ ସେମାନଙ୍କୁ ଅନୁମତି ପ୍ରଦାନ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ଅନୁରୋଧ କରିଥିଲେ. ସ୍ୱେଚ୍ଛାସେବୀ ଅନୁ Â ାନ ସ୍ୱାତୀର ଶ୍ରୀ ପ୍ରଦୀପ କୁମାର ସ୍ୱାଇଁ ପଞ୍ଝାୟତ ସ୍ତରରେ ବାଲ୍ୟ ବିବାହ ପ୍ରତିରୋଧ କମିଟି ଗଠନ କରିବା ସହିତ ସମସ୍ୟାରେ ପଡ଼ୁଥିବା ଝିଅମାନେ ଏ ‘ ଦିଗରେ ଆଗେଇ ଆସିଲେ ବାଲ୍ୟ ବିବାହକୁ ସହଜରେ ରୋକାଯାଇପାରିବ ବୋଲି ମତ ଦେଇଥିଲେ. ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ଲକ୍ଷ୍ମୀଧର ବେହେରା ଜିଲ୍ଲାର ପ୍ରତିଟି ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ପ୍ରାର୍ଥନା ସମୟରେ ଆମେ ବାଲ୍ୟ ବିବାହ କରିବୁ ନାହିଁ ବୋଲି ଶପଥ ନେଉଛନ୍ତି ଏବଂ ପ୍ରତି ଶନିବାର ଏହା ଉପରେ ତର୍କ ରଖିବାକୁ ଉଦ୍ୟମ ଜାରୀ ରଖିଛନ୍ତି ବୋଲି କହିଥିଲେ. ଆକ୍ସନ୍ ଏଡ୍ ର ଜିଲ୍ଲା ସଂଯୋଜିକା ଶ୍ରୀମତୀ ସ୍ୱାତୀ ତନ୍ମୟା ମିଶ୍ର ପାୱାର ପଏଣ୍ଟ ମାଧ୍ୟମରେ ଆଲୋଚନା ପାଇଁ ଆବଶ୍ୟକୀୟ ତଥ୍ୟ ଉପସ୍ଥାପନା କରିଥିଲେ. ପରିଶେଷରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରିଣୀ ରଶ୍ମିତା କରନ୍ ଧନ୍ୟବାଦ ଅର୍ପଣ କରିଥିଲେ. ଉକ୍ତ ବୈ ÷ ଠକରେ ବିଭିନ୍ନ ବାଲ୍ୟ ବିବାହ ପ୍ରତିରୋଧ ମଞ୍ଝର କର୍ମକର୍ତ୍ତା, ଏ ‘ଦିଗରେ କାର୍ଯ୍ୟ କରୁଥିବା ବିଭିନ୍ନ ସ୍ୱେଚ୍ଛାସେବୀ ଅନୁ Â ାନର କର୍ମକର୍ତ୍ତା, ସଂପୃକ୍ତ ବିଭାଗୀୟ ପଦାଧିକାରୀ ଏବଂ ଗଣମାଧ୍ୟମର ପ୍ରତିନିଧିମାନେ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ. ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ ସଂପୃକ୍ତ ବିଭାଗୀୟ ପଦାଧିକାରୀ ଏବଂ ଗଣମାଧ୍ୟମର ପ୍ରତିନିଧିମାନେ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ. ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ ସଂପୃକ୍ତ ବିଭାଗୀୟ ପଦାଧିକାରୀ ଏବଂ ଗଣମାଧ୍ୟମର ପ୍ରତିନିଧିମାନେ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ. ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ ସଂପୃକ୍ତ ବିଭାଗୀୟ ପଦାଧିକାରୀ ଏବଂ ଗଣମାଧ୍ୟମର ପ୍ରତିନିଧିମାନେ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ. ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ ସଂପୃକ୍ତ ବିଭାଗୀୟ ପଦାଧିକାରୀ ଏବଂ ଗଣମାଧ୍ୟମର ପ୍ରତିନିଧିମାନେ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ. ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ ସଂପୃକ୍ତ ବିଭାଗୀୟ ପଦାଧିକାରୀ ଏବଂ ଗଣମାଧ୍ୟମର ପ୍ରତିନିଧିମାନେ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ. ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ ସଂପୃକ୍ତ ବିଭାଗୀୟ ପଦାଧିକାରୀ ଏବଂ ଗଣମାଧ୍ୟମର ପ୍ରତିନିଧିମାନେ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ. ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ ସଂପୃକ୍ତ ବିଭାଗୀୟ ପଦାଧିକାରୀ ଏବଂ ଗଣମାଧ୍ୟମର ପ୍ରତିନିଧିମାନେ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ. ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ ସଂପୃକ୍ତ ବିଭାଗୀୟ ପଦାଧିକାରୀ ଏବଂ ଗଣମାଧ୍ୟମର ପ୍ରତିନିଧିମାନେ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ. ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ ଦିଗରେ କାର୍ଯ୍ୟ କରୁଥିବା ବିଭିନ୍ନ ସ୍ୱେଚ୍ଛାସେବୀ ଅନୁ Â ାନର କର୍ମକର୍ତ୍ତା, ସଂପୃକ୍ତ ବିଭାଗୀୟ ପଦାଧିକାରୀ ଏବଂ ଗଣମାଧ୍ୟମର ପ୍ରତିନିଧିମାନେ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ. ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ ଦିଗରେ କାର୍ଯ୍ୟ କରୁଥିବା ବିଭିନ୍ନ ସ୍ୱେଚ୍ଛାସେବୀ ଅନୁ Â ାନର କର୍ମକର୍ତ୍ତା, ସଂପୃକ୍ତ ବିଭାଗୀୟ ପଦାଧିକାରୀ ଏବଂ ଗଣମାଧ୍ୟମର ପ୍ରତିନିଧିମାନେ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ. ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ
Related Stories
November 23, 2024