ଭୁବନେଶ୍ୱର/ ବାରିପଦା , ମୟୁରଭଂଜ ଜିଲ୍ଲାରେ ଉଦଳା ଅଂଚଳରେ ଭାଲୁ କାମୁଡାରେ ମହିଳା ଗୁରୁତର ହୋଇଥିବା ଜଣା ପଡିଛି । ସ୍ୱାମୀ, ସ୍ତ୍ରୀ ମିଶି ବିଲକୁ ତୋଳି ଉଠାଇବା ପାଇଁ ଯାଉଥିବା ବେଳେ ଭାଲୁ କାମୁଡାରେ ଶିକାର ହୋଇଛନ୍ତି । ଆହତ ହୋଇଥିବା ମହିଳା ଜଣଙ୍କ ହୋଇଛନ୍ତି ଲକ୍ଷ୍ମୀ ନାଏକ । ଉଦଳା ରେଞ୍ଜ କୋଚିଳାଡିହା ଗ୍ରାମ ରେ ଏହି ଘଟଣା ଘଟିଛି । ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ତାଙ୍କୁ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
Related Stories
May 4, 2024