ଓଡିଶା କୁହୁଡି ଯୋଗୁଁ ଫେରିଗଲା ଏୟାର ଇଣ୍ଡିଆ ବିମାନ desk December 16, 2019 1 min read ଭୁବନେଶ୍ୱର- କୋଲକାତାରୁ ଆସୁଥିବା ଏୟାର ଇଣ୍ଡିଆ ବିମାନ କୁହୁଡି ଯୋଗୁଁ ସୋମବାର ଭୁବନେଶ୍ୱର ବିମାନ ବନ୍ଦରରେ ବିମାନ ଅବତରଣ କରିପାରିନାହିଁ । ବିମାନଟିକୁ ପୁଣି ଥରେ କୋଲକାତା ଫେରିଯିବାକୁ ପଡିଛି । ଫଳରେ ଏଥିରେ ଥିବା ଯାତ୍ରୀ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । Tags: Air India flight foggy Continue Reading Previous: ୨୨ ଦଫା ଦାବିରେ ଆଶାକର୍ମୀଙ୍କ ବିକ୍ଷୋଭNext: ନାଗରିକତା ସଂଶୋଧନ ଆଇନ ବିରୋଧରେ ବାମପନ୍ଥୀ ଆନେ୍ଦାଳନ ୧୯ରେ Leave a Reply Cancel replyYour email address will not be published. Required fields are marked *Comment * Name * Email * Website Save my name, email, and website in this browser for the next time I comment. Related Stories Indo Kaling Times 09 May 2025 Important news 1 min read ଓଡିଶା Indo Kaling Times 09 May 2025 Important news May 9, 2025 ଚିନ୍ମୟାନନ୍ଦଜୀଙ୍କର ୧୦୯ତମ ଜୟନ୍ତୀ ପାଳିତ ଓଡିଶା ଚିନ୍ମୟାନନ୍ଦଜୀଙ୍କର ୧୦୯ତମ ଜୟନ୍ତୀ ପାଳିତ May 9, 2025 ରାଜ୍ୟଗୁଡିକୁ ଜରୁରୀକାଳୀନ ଶକ୍ତିର ବ୍ୟବହାର କରିବାକୁ ନିର୍ଦ୍ଦେଶ ଦେଲା ଗୃହ ମନ୍ତ୍ରାଳୟ 1 min read ଓଡିଶା ରାଜ୍ୟଗୁଡିକୁ ଜରୁରୀକାଳୀନ ଶକ୍ତିର ବ୍ୟବହାର କରିବାକୁ ନିର୍ଦ୍ଦେଶ ଦେଲା ଗୃହ ମନ୍ତ୍ରାଳୟ May 9, 2025