
ଭଦ୍ରକ – ଭଦ୍ରକ ସହରରେ ନାରୀଙ୍କ ସୁରକ୍ଷା ପାଇଁ ଏବେ ବୁଲିବ ପୁଲିସ୍ ପାଟ୍ରୋଲିଂ ଗାଡି। ବିଶେଷକରି ସ୍କୁଲ, କଲେଜ ଓ ଜନଗହଳିପୂର୍ଣ୍ଣ ବଜାରରେ ମହିଳା ଓ ଛାତ୍ରୀଙ୍କ ସହ ଗ୍ରାମାଳରୁ ଆସୁଥିବା ଯୁବତୀଙ୍କୁ କେତେକ ଅସାମାଜିକ ତ୍ବ େଯଉଁ ଦୁର୍ବ୍ୟବହାର ପ୍ରଦର୍ଶନ କରୁଛନ୍ତି, ତାହାର ପ୍ରତିକାର ନିମନ୍ତେ ଜିଲା ପୁଲିସ୍ ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ଏହି ଅଭିନବ େଯାଜନା। ପୂର୍ବାଳ ଆଇଜି ଦୀପ୍ତେଶ ପଟ୍ଟନାୟକ ଏହି ପୁଲିସ୍ ପାଟ୍ରୋଲିଂ ଗାଡିକୁ ରିଜର୍ଭ ପୁଲିସ୍ କାର୍ଯ୍ୟାଳୟ ଠାରେ ଶୁଭାରମ୍ଭ କରିଛନ୍ତି।