କଟକ/ଭୁବନେଶ୍ଵର, କଟକ ବଡ଼ ମେଡ଼ିକାଲରେ ଚାଲିଛି ବାହାନଗା ରେଳ ଦୁର୍ଘଟଣାରେ ଆହତ ୧୧୧ ଜଣଙ୍କ ଚିକିତ୍ସା । ଏବେ ବି ୨୦ ଜଣ ଆଇସିୟୁରେ ଚିକିତ୍ସାଧିନ ରହିଛନ୍ତି । ଟ୍ରମା କେୟାରରେ ଥିବା ଜଣେ ଆହତଙ୍କ ଏଯାଏଁ ପରିଚୟ ମିଳିନଥିବା ଜଣାପଡିଛି ।
ଅନ୍ୟପକ୍ଷରେ ଭୁବନେଶ୍ଵର ଏମ୍ସରେ ରଖାଯାଇଥିବା ମୃତଦେହ ଚିହ୍ନଟ ପାଇଁ ସେଠାରେ ସମ୍ପର୍କିୟଙ୍କ ଭିଡ଼ ଦେଖିବାକୁ ମିଳିଛି ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO