ଭୁବନେଶ୍ୱର,ଝାରସୁଗୁଡା ଉପ ନିର୍ବାଚନରେ କଂଗ୍ରେସ ଦଳର ଶୋଚନୀୟ ପରାଜୟ ପରେ ଏହାକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ ।
ସେ କହିଛନ୍ତି ଯେ ପିସିସି ପକ୍ଷରୁ ଏକ ତିନି ଜଣିଆ କମିଟି ଝାରସୁଗୁଡା ଯିବ । ଏହି କମିଟି ଝାରସୁଗୁଡାରେ ଦଳର ଭୋଟ କାହିଁକି କମିଲା ସେ ନେଇ ଜାଂଚ କରିବା ପରେ ରିପୋର୍ଟ ପ୍ରଦାନ କରିବ । ସେ କହିଛନ୍ତି ଯେ ଏ ସମ୍ପର୍କରେ ହାଇକମାଣ୍ଡ ଅବଗତ ଅଛନ୍ତି ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO