
ଦନ କରିଛ ହିନ୍ଦୁସ୍ଥାନ ସମାଚାର/ରବି/ଭାନୁ ନ୍ତି ।କେନ୍ଦ୍ରାପଡା ୧୨/୧୨- ଏକ ନିର୍ମାଣାଧିନ ଗୃହ ଉପରେ ୧୪୪ ଜାରି କରାଯାଇଥିବା ବେଳେ ଏହାକୁ ଅବମାନନା କରାଯାଇ ନିର୍ମାଣ କାର୍ଯ୍ୟ କରାଯାଉଥିବାରୁ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରାଯିବ । କେନ୍ଦ୍ରାପଡା ପୈାରସଂସ୍ଥା ଦ୍ୱାରା ମନୋନୀତ ହିତାଧିକାରୀ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କାର୍ଯ୍ୟକାରୀ କରିବାରେ ଅନୀୟମିତତା ହୋଇଥିବା ଜିଲ୍ଲାପାଳଙ୍କଠାରେ ଅଭିଯୋଗ ହୋଇଛି । ପୈାରାଂଚଳ ଅଧିନ ସାନ୍ତସାହି ମୈାଜାର ସ୍ୱର୍ଗତ ନିଶାର୍ ଅଲ୍ଲୀଙ୍କ ପୁଅ ସେକ୍ ଅସରଫ୍ ଅଲ୍ଲୀଙ୍କ ଅଭିଯୋଗ ଅନୁଯାୟୀ ସାନ୍ତସାହି ମୈାଜା ଖାତା ନମ୍ବର-୧୦, ପ୍ଲଟ୍ ନମ୍ବର- ୧୪ଟି ଇଜିମାଇଲ୍ ସଂପତି ହୋଇଥିବାବେଳେ ଏହା ଉପରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧିନରେ ଏକ କୋଠାଘର ନିର୍ମାଣ ଚାଲିଛି । ଏହି ସଂପତି ଭାଗବଂଟା ନ ହୋଇଥିବାବେଳେ ଅନ୍ୟ ଅଂଶୀଦାର ମାନଙ୍କ ବିନା ଅନୁମତିରେ ନିର୍ମାଣ କରାଯାଉଥିବାରୁ ଏହା ଉପରେ ମିସ୍ କେଶ୍ ନମ୍ବର- ୫୪୭/୧୯ ରେ ୧୪୪ ଧାରା ଜାରି କରାଯାଇଥିଲା । ଏହାକୁ ସଂପୃକ୍ତ ପକ୍ଷ ଅମାନ୍ୟ କରିବାରୁ ପୁନର୍ବାର ୧୮୮ ଧାରା ଜାରି ସହ ନୋଟିସ୍ କରାଯାଇଛି । ଏହା ଉପରେ ଆବାସ ଯୋଜନାରେ ନିର୍ମାଣ କରୁଥିବା ରିହାନା ବେଗମ୍, ସେକ୍ ମୁସରଫ୍ ଅଲ୍ଲୀଙ୍କ ଝିଅ ରିହାନା ୧୨ ନମ୍ବର ୱାର୍ଡରେ ଥିବା ତାଙ୍କ ସଂପତି ଉପରେ ଘର କରିବା ପାଇଁ କାର୍ଯ୍ୟାଦେଶ ପାଇଥିବାବେଳେ ସେଠାରେ ନକରି ଇଜିମାଇଲ୍ ସଂପତି ଉପରେ ବେଆଇନ୍ ଭାବେ ଘର ନିର୍ମାଣ କରୁଛନ୍ତି । ଏହାକୁ ନେଇ ଅନ୍ୟତମ ଅଂଶୀଦାର ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ଭେଟି ଅଭିଯୋଗ କରିଛନ୍ତି । ତେବେ ଜିଲ୍ଲାପାଳ ଏହି ଅଭିଯୋଗ ପାଇବାପରେ ପୈାରସଂସ୍ଥା କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ତଦନ୍ତ କରି କାର୍ଯ୍ୟାନୁÂାନ ଗ୍ରହଣ ପାଇଁ ନିବେ