ଭୁବନେଶ୍ୱର, ସମ୍ବଲପୁରରେ ହୋଇଥିବା ହିଂସା କାଣ୍ଡ କୁ ବିରୋଧ କରି ବଣାଇ ରାଜା ମୁଣ୍ଡା ବାଇପାସ୍ ଛକରେ ବିଶ୍ୱହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ପକ୍ଷରୁ ବନ୍ଦ ପାଳନ କରାଯାଇଛି ।ଏହି ସମୟରେ ଜରୁରୀକାଳୀନ ସେବା କୁ ବାଦ ଦେଇ ବାକି ସମସ୍ତ ଦୋକାନ, ବଜାର, ବ୍ଲକ୍, ତହସିଲ ଓ ସମସ୍ତ ସରକାରୀ ଅଫିସ ଓ ଖଣି ଅଂଚଳ ରୁ ଲୁହା ପଥର ବଝେଇ ଥିବା ଭାରି ଯାନବାହାନ ଚଳାଚଳ ସଂପୂର୍ଣ୍ଣ ବନ୍ଦ କରିଦେଇଛନ୍ତି ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO