ପୁନେ, ପାରମ୍ପରିକ ଇନ୍ଧନକୁ ସବୁଜ ଇନ୍ଧନର ବିକଳ୍ପ କରିବା ନିମନ୍ତେ ଦେଶବ୍ୟାପୀ ପ୍ରୟାସ ଜାରୀ ରହିଛି । ଏହି କ୍ରମରେ ଦେଶର ମହାରାଷ୍ଟ୍ରରେ ସର୍ବାଧିକ ଇ-ବାହନ କ୍ରୟ କରାଯାଉଥିବା ଜଣାପଡିଛି ।
ଇଲେକ୍ଟ୍ରୋନିକ ଭେଇକିଲ ବିକ୍ରୀ ମାମଲାରେ କର୍ଣ୍ଣାଟକ ଦ୍ଵିତୀୟ ସ୍ଥାନରେ ରହିଛି । ସେହିପରି ତାମିଲନାଡ଼ୁ ତୃତୀୟ, ଗୁଜୁରାଟ ଚତୁର୍ଥ ଏବଂ ରାଜସ୍ଥାନ ପଂଚମ ସ୍ଥାନରେ ରହିଛି ।