ଭୁବନେଶ୍ୱର ,ଭୁବନେଶ୍ୱର ଶିଖରଚଣ୍ଡୀ ପାହାଡ଼ ଉପର ଜଙ୍ଗଲରେ ୪ ହାତୀ ଦେଖିବାକୁ ମିଳିଛି । କାଲି ରାତିରୁ ହାତୀ ଗୁଡିକ ପଶି ଆସିଥିବା ବେଳେ ବନ କର୍ମଚାରୀ ନଜର ରଖିଛନ୍ତି । ଭରତପୁର ଜଙ୍ଗଲରୁ ଆସିଥିବା କହିଛନ୍ତି ଚନ୍ଦକା ଡିଏଫଓ ମହମ୍ମଦ ଜମିଲ ।

Editor
ଆମ ସମ୍ପର୍କରେ ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ । HEMANT KUMAR TIWARI MANAGING EDITOR CUM CEO