ଗଞ୍ଜାମ, ଜିଲ୍ଲା ଅବକାରୀ ଭ୍ରାମ୍ୟମାଣ ୟୁନିଟ ପକ୍ଷରୁ ବ୍ରହ୍ମପୁରରେ ଚଢ଼ଉ କରାଯାଇ ବ୍ରାଉନସୁଗର ଜବତ କରାଯିବା ସହ ଘଟଣାରେ ଜନୈକ ଦମ୍ପତିଙ୍କୁ ଗିରଫ କରାଯାଇଛି । ଗିରଫ ଦମ୍ପତି ହେଲେ ଗୋପାଳପୁର ଛକ ପାଖ ପଥରା ଗାଁର ସୁମନ ବାହାଦୁର ଓ ତାଙ୍କ ପତ୍ନୀ ଭାନୁ ବାହାଦୁର ।

Editor
ଆମ ସମ୍ପର୍କରେ ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ । HEMANT KUMAR TIWARI MANAGING EDITOR CUM CEO