ମାଲକାନଗିରି,ଗତ କାଲି ଅପରାହ୍ନ ସମୟରେ ଚିତ୍ରକୋଣ୍ଡା ବାଲିମେଳା ଜଳଭଣ୍ଡାରରେ ମାଛ ଧରିବାକୁ ଯାଇ ଘାସି ଖିଲ ନାମକ ଯୁବକ ନିଖୋଜ ଅଛନ୍ତି।ଘାସି ଖିଲ ଙ୍କ ଘର ସ୍ପିଲବାଇ ଗ୍ରାମରେ ।ବର୍ତ୍ତମାନ ନିଖୋଜ ଘାସି ଖିଲ ଙ୍କୁ ଅଗ୍ନିଶମା, ପୋଲିସ ଓ ପରିବାର ଲୋକେ ଖୋଜାଖୋଜି କରୁଥିବା ଜଣାପଡିଛି!

Editor
ଆମ ସମ୍ପର୍କରେ ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ । HEMANT KUMAR TIWARI MANAGING EDITOR CUM CEO