-
ଆଜି ଅଷ୍ଟ୍ରେଲିଆ- ସ୍ପେନ୍ ଓ ବେଲଜିୟମ୍-ନ୍ୟୁଜିଲାଣ୍ଡ ମୁକାବିଲା
ଭୁବନେଶ୍ଵର, ଚଳିତ ପୁରୁଷ ହକି ବିଶ୍ଵକପ୍ ର କ୍ଵାର୍ଟର ଫାଇନାଲ୍ ର ଦୁଇଟି ମ୍ୟାଚ୍ ଆଜି ଭୁବନେଶ୍ଵର କଳିଙ୍ଗ ଷ୍ଟାଡ଼ିୟମରେ ଖେଳାଯିବ । ପ୍ରଥମ ମ୍ୟାଚ୍ ରେ ଅଷ୍ଟ୍ରେଲିଆ ସ୍ପେନ୍ କୁ ଭେଟିବ । ଅପରାହ୍ନ ୪ଟା ୩୦ ରେ ଏହି ମ୍ୟାଚ୍ ଆରମ୍ଭ ହେବ ।
ସେହିପରି ଦ୍ଵିତୀୟ ମ୍ୟାଚ୍ ରେ ବେଲଜିୟମ୍-ନ୍ୟୁଜିଲାଣ୍ଡ ମୁକାବିଲା । ସଂନ୍ଧ୍ୟା ୭ଟାରେ ଏହି ମ୍ୟାଚ୍ ଆରମ୍ଭ ହେବ ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO