ବଲାଙ୍ଗିର, ଗତକାଲି ପୂର୍ବାହ୍ନରେ ଲାଠୋର ରେଞ୍ଜ ର କର୍ମଚାରୀମାନେ କର୍ଲାକୁଟନା ବିଟ୍ ବାହାବଲ ଗ୍ରାମ ନିକଟରେ ୩୯.୮୬ ସିଫ୍ଟ ମାପ ବିଶିଷ୍ଟ ୫ ଟି ଶାଗୁଆନ ଗଣ୍ଡି ଜବତ କରିଥିଲେ। ଜବତ ସାମଗ୍ରୀକୁ ରେଞ୍ଜ ଅଫିସ୍ କ୍ୟାମ୍ପସକୁ ଅଣାଯାଇଥିଲା। ଏହି ଘଟଣାର ଅଧିକ ତଦନ୍ତ ଚାଲିଛି।
ରେଞ୍ଜ ଅଫିସର ମିସ୍ ପ୍ରଭାତୀ ସେଠଙ୍କ ନିର୍ଦ୍ଦେଶରେ ଡି.କେ. ରାୟ, ଫରେଷ୍ଟର, ଲାଠୋର ରେଞ୍ଜର ପାରା କର୍ମଚାରୀମାନଙ୍କ ସହିତ ଏହି ଚଢ଼ଉ କରିଥିଲେ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO