ଗଂଜାମ, ଦିଗପହଣ୍ଡି ପୁଲିସ ଦେଶୀ ମଦ ବିକୁଥିବା ଅଭିଯୋଗରେ ବଡଗୁମୁଳା ପଂଚାୟତ କୃଷ୍ଣପୁର ଗାଁର ସନ୍ତୋଷ ଗୌଡଙ୍କୁ ଗିରଫ କରିବା ସହ ତାଙ୍କ ଠାରୁ୨୬ ଲିଟର ଦେଶୀ ରନ୍ଧା ମଦ ଜବତ କରି କୋର୍ଟଚାଲାଣ କରିଛି। ଏ ସଂପର୍କରେ ଦିଗପହଣ୍ଡି ଥାନାରେ ଏକ ମାମଲା ରୁଜୁ ହୋଇଛି।