ଗଂଜାମ, ଶେରଗଡ ବ୍ଳକ ପିତଳ ପଂଚାୟତର ସରପଂଚ ରାମରାଘବ ପାତ୍ରଙ୍କୁ ବାଲ୍ଯାସରା ଗ୍ରାମର ନରସିଂହ ନାୟକ(ପୁତୁଲୁ) ଓ ଅନ୍ଯ ଜଣେ ସହଯୋଗୀ ଫୋନ ମାଧ୍ଧମରେ ହତ୍ଯା ଧମକ ଦେଇଥିବା ହିଂଜିଳି ଥାନାରେ ଅଭିଯୋଗ ହୋଇଛି। ହିଂଜିଳି ପୋଲିସ ଏହାକୁ ଗରୁତ୍ଵର ସହ ବିଚାରକୁ ନେଇ ତଦନ୍ତ ଚଳାଇଥିବା ଜଣାପଡିଛି।

Editor
ଆମ ସମ୍ପର୍କରେ ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ । HEMANT KUMAR TIWARI MANAGING EDITOR CUM CEO