ଗଂଜାମ, ଶେରଗଡ ବ୍ଳକ ପିତଳ ପଂଚାୟତର ସରପଂଚ ରାମରାଘବ ପାତ୍ରଙ୍କୁ ବାଲ୍ଯାସରା ଗ୍ରାମର ନରସିଂହ ନାୟକ(ପୁତୁଲୁ) ଓ ଅନ୍ଯ ଜଣେ ସହଯୋଗୀ ଫୋନ ମାଧ୍ଧମରେ ହତ୍ଯା ଧମକ ଦେଇଥିବା ହିଂଜିଳି ଥାନାରେ ଅଭିଯୋଗ ହୋଇଛି। ହିଂଜିଳି ପୋଲିସ ଏହାକୁ ଗରୁତ୍ଵର ସହ ବିଚାରକୁ ନେଇ ତଦନ୍ତ ଚଳାଇଥିବା ଜଣାପଡିଛି।