
ଜୟପୁର , ଦେଶି ଓ ବିଦେଶି ମଦ ଚାଲାଣ ବେଳେ ଜୟପୁର ଅବକାରି ବିଭାଗ ତଢାଉ କରିଛି । ଏହି ମାମଲାରେ ୨ ଜଣ କୁ ଗିରଫ କରିଛି । ଗରଫ ୨ ଅଭିଯୁ୍କ୍ତ ହେଲେ ଘାଟବାଗ୍ରାର କାତ୍ତିକ ବିଷୋୟୀ (୩୦) ଓ ଦାମାପୁଟର ହରିଶ୍ଚଚନ୍ଦ୍ର ଗୌଡ (୨୬) । ଅବକାରି ବିଭାଗସୁଚନା ଅନୁଯାଇ ଘାଟବାଗ୍ରାର କାତ୍ତିକ ବିଷୋୟୀ ବିଦେଶି ମଦ ଧରି ଚାଲାଣ କରୁଥିବା ବେଳେ ଘାଟ ବାଗ୍ରା ନିକଟରେ ଚଡାଉ କରି ୩.୬ ଲିଟର ବିଦେଶି ମଦ ବୋତଲ ଜବତ କରିବା ସହ ହରିଶ୍ଚଚନ୍ଦ୍ର ଠାରୁ ୧୫ ଲିଟର ଦେଶି ମଦ ଜବତ କରିଥିବା ଅବକାରି ବିଭାଗ ତରଫରୁ ସୁଚନା ଦିଆଯାଇଛି ।