ନୂଆଦିଲ୍ଲୀ, କେନ୍ଦ୍ରୀୟ ଗୃହ ମନ୍ତ୍ରଣାଳୟ କେନ୍ଦ୍ର ଶାସିତ ପ୍ରଦେଶର ଶୀର୍ଷ ପୋଲିସ ଓ ଗୁଇନ୍ଦା ଅଧିକାରୀ ମାନଙ୍କ ସହିତ ଆନ୍ତର୍ଜାତିକ ସୀମାରେ ଡ୍ରୋନର ବିପଦ ର ବିଶେଷ ସନ୍ଦର୍ଭରେ ଜାମ୍ମୁ କାଶ୍ମୀରର ସୁରକ୍ଷା ସ୍ଥିତି ଓ ବିକାଶ କାର୍ଯ ସମ୍ପର୍କରେ ଉଚ୍ଚ ସ୍ତରୀୟ ସମୀକ୍ଷା ବୈଠକ ଆୟୋଜିତ କରିବ ।