କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ ,ଦୈନିକ ଖବରକାଗଜ ସମୟ ର ସଂପାଦକ ସାତକଡି ହୋତା ଙ୍କ ଧର୍ମପତ୍ନୀ ତଥା ଚର୍ଚ୍ଚିତ ପତ୍ରିକା ‘ଅମୃତାୟନ’ର ସଂପାଦିକା ଗୀତା ହୋତାଙ୍କ ଅନ୍ତିମ ସଂସ୍କାର ପୁରୀ ସ୍ବର୍ଗଦ୍ବାର ଠାରେ ସଂପନ୍ନ ହୋଇଛି।୮୫ବର୍ଷିୟା ସ୍ବର୍ଗତା ହୋତାଙ୍କ ଶବସଂସ୍କାର ରେ ସମାଜସେବୀ ବଦ୍ରି ମିଶ୍ର,ସାହିତ୍ୟିକ ପୀତବାସ ରାଉତରାୟ, ପ୍ରକାଶକ ରମାକାନ୍ତ ମିଶ୍ର, ବଡଜୋଇଁ ଡଃ ଅଶୋକ ରଥ, ସାନଜୋଇଁ ଅନନ୍ତ ତ୍ରିପାଠୀ,ଭାଇ ଡାକ୍ତର ସୁଶାନ୍ତ ହୋତା,ଚିନ୍ମୟ ହୋତା, ସୁବ୍ରତ ହୋତା ,ରାଜୀବ ହୋତା,ଶୈଳେନ୍ଦ୍ର ରାୟ, ସାହିତ୍ୟିକ ଗିରିଶ ଦାଶ, ସୁଶାନ୍ତ ହୋତା ପ୍ରମୁଖ ଯୋଗଦେଇ ମାଲ୍ୟାର୍ପଣ କରିଥିବା ବେଳେ ବଡ ପୁଅ ସଂଜୀବ ହୋତା ମୁଖାଗ୍ନୀ ଦେଇଥିଲେ।