ନୂଆଦିଲ୍ଲୀ, କେନ୍ଦ୍ରୀୟ ଉଦ୍ୟମିତା, ଦକ୍ଷତା ବିକାଶ ଓ ଇଲେକ୍ଟ୍ରୋନିକ ଓ ଆଇଟି ବିଭାଗ ରାଷ୍ଟ୍ର ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ଜାମ୍ମୁ କାଶ୍ମୀରର ଦୁଇ ଦିନିଆ ଯାତ୍ରାରେ ରହବିବେ । ସେଠାରେ ସେ ଅଧିକାରୀ, ଛାତ୍ର ଓ ଅନ୍ୟ ଲାଭାର୍ଥୀ ମାନଙ୍କ ସହ ଦକ୍ଷତା, ଇନୋଭେସନ ଓ ଉଦ୍ୟମିତା ଉପରେ ଆଲୋଚନା କରିବେ ।