ଭୁୁବନେଶ୍ୱର, କେନ୍ଦ୍ର ଶିକ୍ଷ. କୌଶଳ ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଧାମନଗରର ଜନସାଧାରଣଙ୍କୁ ଭୋଟ ଦେବାକୁ ଅପିଲ କରିଛନ୍ତି । ସେ ଟ୍ୱିଟ କରି କହିଛନ୍ତି ଯେ – ପ୍ରଜାତନ୍ତ୍ରରେ ଭୋଟ ଏକ ଅମୂଲ୍ୟ ସମ୍ପଦ, ଧାମନଗର ନିର୍ବାଚନମଣ୍ଡଳୀର ଗୁରୁଜନ ଓ ଭାଇ ଭଉଣୀମାନେ ନିଶ୍ଚୟ ଭୋଟ ଦିଅନ୍ତୁ ।
Related Stories
May 16, 2024