କେନ୍ଦୁଝର, କେନ୍ଦୁଝର ସଦର ରେଞ୍ଜ୍ ଅନ୍ତର୍ଗତ ନରଣ ପୁର, ରୁଗୁଡ଼ି ସାହି ଓ ନେଙ୍କଡ଼ା ଗ୍ରାମରେ ଗତକାଲି ରାତିରେ ହାତୀପଲଙ୍କ ଦୌରାତ୍ମ୍ୟ ଦେଖିବାକୁ ମିଳିଛି । ଏହି ପଲରେ ୧୪ଟି ହାତୀ ରହିଛନ୍ତି । ହାତୀ ପଲ ସମ୍ପୃକ୍ତ ଅଂଚଳରେ ପଶି ଫସଲ ଖାଇବା ସହ ବ୍ୟାପକ ଫସଲ ଦଳିଚକଟି ନଷ୍ଟ କରିଛନ୍ତି । ଖବର ପାଇ ବନ ବିଭାଗର ଦୁଇଟି ସ୍କ୍ବାର୍ଡ ଘଟଣାସ୍ଥଳରେ ପହଂଚି ହାତୀ ଘଉଡାଇବା କାର୍ଯ୍ୟ ଜାରୀ ରଖିଛନ୍ତି ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO