ଭଦ୍ରକ,ଆଜି ସକାଳେ ଅବଦୁଲ କାଲାମ ଦ୍ବୀପରୁ କ୍ଷେପଣାସ୍ତ୍ର ଅଗ୍ନି ପ୍ରାଇମ୍ – ୦୩ର ସଫଳ ପରୀକ୍ଷଣ ହୋଇଛି । ଏହି କ୍ଷେପଣାସ୍ତ୍ରର ଲକ୍ଷ୍ୟଭେଦୀ କ୍ଷମତା ୩ ହଜାରରୁ ୩୫୦୦ କି.ମି. ରହିଛି । ଅତ୍ୟାଧୁନିକ ଜ୍ଞାନ କୌଶଳରେ ନିର୍ମିତ ଅଗ୍ନି ପ୍ରାଇମ୍ – ୦୩ କ୍ଷେପଣାସ୍ତ୍ର ୧ ହଜାର ୫୦୦ କେ.ଜି.ରୁ ୩ ହଜାର କେ.ଜି. ଯୁଦ୍ଧାସ୍ତ୍ର ବହନ କ୍ଷମତା ରଖିଛି।
Related Stories
November 22, 2024