
ବଲାଙ୍ଗିର , ଆଜି ତା:୦୫-୧୦-୨୦୨୨ ରିଖ ବୁଧବାର ଦିନ ସକାଳ ୧୧ ଘଣ୍ଟା ସମୟରେ ବଲାଙ୍ଗିର ବଜରଙ୍ଗ ଦଳ ତରଫରୁ ପବିତ୍ର ବିଜୟାଦଶମୀ ଉପଲକ୍ଷେ ସ୍ଥାନୀୟ ଭଗବତୀ ମନ୍ଦିର ଠାରେ ଜିଲ୍ଲା ସଂଯୋଜକ ଶ୍ରୀ ସୌମ୍ୟରଞ୍ଜନ ମିଶ୍ର ଙ୍କ ସଂଯୋଜନାରେ ପବିତ୍ର ବିଜୟା ଦଶମୀ ଓ ଶସ୍ତ୍ର ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ବିଶ୍ଵ ହିନ୍ଦୁ ପରିଷଦର ଓଡିଶା ପଶ୍ଚିମ ପ୍ରାନ୍ତ ସହ ପ୍ରଚାର ପ୍ରସାର ପ୍ରମୁଖ ଶ୍ରୀ ପବିତ୍ର କୁମାର ଦାଶ,ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ବରିଷ୍ଠ ସ୍ଵୟଂସେବକ ଶ୍ରୀ ଦୟାନିଧି କରଣ ଏବଂ ବଜରଙ୍ଗ ଦଳର ସନ୍ମୟ ଦାଶ,ବିକ୍ରମ ଶତପଥୀ,ଦୀପକ ବେହେରା,ବେଦାନ୍ତ ବେଜ୍,ରାଜେଶ ପଧାନ,ଧୀରେନ୍ଦ୍ର ପଣ୍ଡା,ବାଦଲ ସାହୁ,ଭାସ୍କର ରାଓ,ମଣ୍ଟୁ ପୋଢ଼,ମିଥୁନ ପୋଢ଼,ପିଣ୍ଟୁ ବରାଇ,ରାକେଶ ପଧାନ,ଜୟ ପଟ୍ଟନାୟକ,ବିକାଶ ତ୍ରିପାଠୀ,ବାବୁ ସ୍ଵାଇଁ,ନିତେଶ ପ୍ରମୁଖ ଉପସ୍ଥିତ ଥିଲେ।