କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ
ପୁଣି ଶ୍ରୀମନ୍ଦିରରେ ଘଟିଛି ଅଘଟଣ। ଗର୍ଭଗୃହ ଭିତରୁ ସରକାରୀ ମହାପ୍ରସାଦ କାଢିବା ସମୟରେ ବୋଝିଆ ପଡ଼ି ଆହତ। ବୋଝିଆ ହେଉଛନ୍ତି ଗୋଲାସାହିର ୫୧ ବର୍ଷୀୟ ଜୀତେନ୍ଦ୍ର ଜେନା।ସକାଳ ଧୂପ ରାଜଭୋଗ ଆଣିବା ସମୟରେ ପଡ଼ି ଆହତ ହୋଇଛନ୍ତି । ତାଙ୍କର ଛାତି,ନାକ ଓ ମୁଣ୍ଡରେ ଆଘାତ ଲାଗିଥିବା ବେଳେ ଓଠ ଫାଟିଥିବା ସୂଚନା ମିଳିଛି |ତାଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତ୍ତି କରାଯାଇଛି |
Related Stories
November 24, 2024
November 24, 2024