ବଲାଙ୍ଗିର, ସ୍ଥାନୀୟ ମାରୱାଡି ସେବା ସଦନଠାରେ ନିଃସନ୍ତାନ ଦମ୍ପତ୍ତିଙ୍କ ପାଇଁ ନିଶୁଳ୍କ ପରାମର୍ଶ ଶିବିର ଗତକାଲି ସଚେତନ ମହିଳା ମଞ୍ଚ ଓ ସୌମ୍ୟ ସେବା ଫାଉଣ୍ଡେସନ୍ ବଲାଙ୍ଗିରର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି । ପଶ୍ଚିମ ଓଡିଶାର ବରିଷ୍ଠ ସ୍ତ୍ରୀ ରୋଗ ଓ ପ୍ରସୂତୀ ବିଶେଷଜ୍ଞ ଡା. ପ୍ୟାରୀଲାଲ୍ ତ୍ରିପାଠୀ ଓ ଡା. ଶକ୍ତି ତ୍ରିପାଠୀ ରୋଗୀଙ୍କୁ ପରାମର୍ଶ ଦେଇଥିଲେ । ଉକ୍ତ ଶିବିରରେ ୧୨୦ ଜଣ ରୋଗୀ ଯୋଗ ଦେଇଥିଲେ।
Related Stories
November 22, 2024