![](https://indokalingtimes.com/wp-content/uploads/2019/09/IKT-logo.jpg)
କୋରେଇ – କୋରାଇ ବ୍ଲକ ଅନ୍ତର୍ଗତ ଗୌରପୁର ପଂଚାୟତର ଇଛାପୁରସସ୍ଥିତ କୂନ୍ତଳା କୁମାରୀ ହାଇସ୍କୁଲର ପ୍ରଧାନ ଶିକ୍ଷକ ବିଦ୍ୟାଧର ମୁଦୁଲିଙ୍କ ଅବସର ଗତ ୩୧ ତାରିଖ ହୋଇଥିଲା । ଏଥି ନେଇ ବିଦ୍ୟାଳୟରେ ଆଜି ବିଦାୟ କାଳୀନ ସଭା ପୁରାତନ ଛାତ୍ର ସଂସଦ ଦ୍ୱାରା ଅନୁÂିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ବିପିନ ବିହାରୀ ମଲ୍ଲୀକଙ୍କ ଅଧ୍ୟକ୍ଷତାରେ ଅନୁÂିତ ସଭାରେ ମୁଖ୍ୟ ଅତିଥି ଭାବେ ଯାଜପୁର ଆରକ୍ଷô ଅଧିକ୍ଷକ ଚରଣ ସିଂହ ମୀନା, ମୁଖ୍ୟବକ୍ତାଭାବେ ଅବସରପ୍ରାପ୍ତ ମଣ୍ଡଳ ଉନ୍ନୟନ ଅଧିକାରୀ ଭିକାରୀ ଚରଣ ଓଝା, ସମ୍ମାନୀତ ଅତିଥିଭାବେ ଏବିଇଓ ହରିହର ଦଳାଇ, ସରପଂଚ ମମତା ସାହୁ, ସମିତିସଭ୍ୟ ମାଣିକ ଦାସ ବିଦ୍ୟାଳୟ ପ୍ରତିÂାତ୍ରୀ କୁନ୍ତଳା କୁମାରୀ ଓଝା,ସିଆରସିସି ଅଭୟ କୁମାର ସାହୁ,ଅଭୟ କୁମାର ମହାପାତ୍ର, ରନôାକର ପଲେଇ, ନୃସିଂହ ନାରାୟଣ ମିଶ୍ର, ଶରତ କୁମାର ଧଳ, ବିମ୍ବାଧର ଜେନା,ଶରତ କୁମାର ମିଶ୍ର ପ୍ରମୁଖ ଯୋଗଦେଇଥବଲେ । ସନ୍ତୋଷ କୁମାର କଣ୍ଡାଇ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଅଭିମନଉ୍ୟ ଦାଶ, ପ୍ରଦୀପ କୁମାର ପଣ୍ଡା ମଙ୍ଗଳାଷ୍ଟକ ଗାନ କରିଥିଲେ । ସହଦେବ ସେନାପତି ବିବରଣୀ ପାଠ କରିଥବବା ବେଳେ ବିଜୟ କୁମାର ନନ୍ଦ ମାନପତ୍ର ପାଠ କରଇଥିଲେ । ଶେଷରେ ଜୟନ୍ତ କୁମାର ପତ୍ରୀ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଶିକ୍ଷକ କର୍ମଚାରୀ ଗୋବର୍ଦ୍ଦନ ରାଉତ, ଅମର ମିଶ୍ର, ଶରତ ଖଣ୍ଡାଇ, ଉଦ୍ଧବ ଦାସ, ପୁରାତନ ଛାତ୍ର ରାମ ଚନ୍ଦ୍ର ସାହୁ, ପ୍ରମୋଦ ପାତ୍ର,ଦୁର୍ଯେ୍ୟାଧନ ଓଝା, ଶ୍ରୀଧର ସାହୁ, ପ୍ରମୋଦ ଦାସ, ଗଣେଷ ଦାସ, ଅକ୍ଷୟ କାହାଳୀ, ଜଗବନ୍ଧୁ ଯେନା, ନିତ୍ୟାନ୍ଦ ନାୟ୍ରକପରିଚାଳନା କିମଯଇ ସଭ୍ୟ ରଥ ପରିଡା, ବଳରାମ ପଣ୍ଡା, ହୃଷିକେଶ ଜେନା, ବିଶ୍ୱନାଥ ପଣ୍ଡା, ମହେନ୍ଦ୍ର ଦାସ, ସୁଦର୍ଶନ ଓଝା, ମାଧବ ଦାସଙ୍କ ସମେତ ଅନ୍ୟାନ୍ୟ ଶୁଭେଛ୍ଛୁମାନଙ୍କ ଉପସ୍ଥିତରେ ମୁଖ୍ୟ ଅତିଥି ଶ୍ରୀ ମୀନା ବିଦାୟୀ ଶିକ୍ଷକ ଶ୍ରୀ ମୁଦୁଲିଙ୍କୁ ମାନପତ୍ର ଉପଢୌକନ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏକ ଶୋଭାଯାତ୍ରା ଶ୍ରୀ ମୁଦୁଲିଙ୍କୁ ଗ୍ରାମ ପରିକ୍ରମା କରାଯାଇଥିଲା । ଇତ୍ୟବସରରେ ଛାତ୍ର/ଛାତ୍ରୀ ମାନଙ୍କ ଦ୍ୱାରା ସାସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା ।