ଭୁବନେଶ୍ୱର, ସୁବର୍ଣରେଖା ନଦୀର ଜଳ ସ୍ତର କମୁଛି । ରାଜଘାଟ ଠାରେ ସକାଳ ୯ଟାରେ ସୁବର୍ଣରେଖା ନଦୀର ଜଳ ସ୍ତର ୧୧.୯୦ ଥିବା ବେଳେ ଏହା କମି ୧୧.୮୮ ହୋଇଛି । ପୂର୍ବରୁ ସୁବର୍ଣ୍ଣରେଖା ଜଳସ୍ତର ଜାମଶୋଳାଘାଟରେ ହ୍ରାସ ପାଇଥିଲା । ତେବେ ଉଭୟ ଜାଗାରେ ବିପଦ ସଂକେତ ଉପରେ ପ୍ରବାହ ହେଉଥିବା ଜଣା ପଡିଛି ।

Editor
ଆମ ସମ୍ପର୍କରେ ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ । HEMANT KUMAR TIWARI MANAGING EDITOR CUM CEO