ଭୁବନେଶ୍ୱର, ବିଧାନସଭାର ମୌସୁମୀ ଅଧିବେଶନ ପୂର୍ବରୁ ଆଜି ସର୍ବଦଳୀୟ ବୈଠକ ଅନୁଷ୍ଠିତ ହେବ । ବିଧାନସଭାକୁ ସୁଚାରୁ ରୂପେ ଚଳାଇବା ପାଇଁ ବାଚସ୍ପତି ବିକ୍ରମ କେଶରୀ ଆରୁଖ ଏହି ବୈଠକ ଡକାଇଛନ୍ତି ।