ବଲାଙ୍ଗିର,ବେଆଇନ ଭାବେ ବାଲି, ଇଟା ଓ ମୋରମ୍ ଚାଲାଣ ହେଉଥିବା ବେଳେ ଦେଓଗାଁ ତହସିଲଦାର ଯୁଗଳ କିଶୋର ବିଶ୍ଵାଳଙ୍କ ସହ ସୁପରଭାଇଜର ତଥା ଆରଆଇ ଚଢ଼ଉ କରି ୩ଟି ଟ୍ରାକ୍ଟରରୁ ବାଲି, ଇଟା ଓ ମୋରମ୍ ସମ୍ବନ୍ଧୀୟ ଦଲିଲ ଯାଞ୍ଚ କରିଥିଲେ । ବେଆଇନ ଭାବେ ଚାଲାଣ ହେଉଥିବା ନେଇ ଜଣାପଡ଼ିବା ପରେ ଓଡ଼ି୦୮ଏଚ-୨୦୬୨, ଓଡ଼ି୦୩ଏ-୮୧୦୪ ଏବଂ ଓଡ଼ି୦୩ଜେ-୦୪୧୩ ଗାଡିରୁ ୧୦ ହଜାର ୧୧୧ ଟଙ୍କା ଲେଖାଏଁ ଜରିମାନା ଆଦାୟ କରିଛନ୍ତି ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO