ବାଲେଶ୍ଵର, ବାଲେଶ୍ଵରର ଚାନ୍ଦିପୁରରେ ନାଭାଲ ଆଂଟି ସିପ୍ ମିଜାଇଲ୍ ର ପରୀକ୍ଷଣ ସଫଳ ହୋଇଛି । ଆକାଶ ମାର୍ଗରୁ ହେଲିକେପ୍ଟର ଯୋଗେ ସିପ୍ କୁ ଟାର୍ଗେଟ୍ କରାଯାଇଥିଲା । ପ୍ରଥମ କରି ଆଜି ଚାନ୍ଦିପୁରରେ ଏହି କ୍ଷେପଣାସ୍ତ୍ରର ପରୀକ୍ଷଣ କରାଯାଇଥିବା ବେଳେ ଏହା ସଫଳ ହୋଇଥିବା ନେଇ ଡିଆରଡିଓ ସୂତ୍ରରୁ ପ୍ରକାଶ ।

Editor
ଆମ ସମ୍ପର୍କରେ ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ । HEMANT KUMAR TIWARI MANAGING EDITOR CUM CEO