ଭୁବନେଶ୍ୱର, ସାରା ରାଜ୍ୟରେ ୧୫ ହଜାର ନବମ ଛାତ୍ରଛାତ୍ରୀ କାହିଁକି ପରୀକ୍ଷା ଦେଲେନି ତାର ସମୀକ୍ଷା ହେବ ବୋଲି କହିଛନ୍ତି ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ । ସେ କହିଛନ୍ତି ଯେ ସଂପୃକ୍ତ ପିଲାଙ୍କ ଅଭିଭାବକଙ୍କ ସହ ଆଲୋଚନା ହେବ । ଅଭିଭାବକମାନଙ୍କ ସହ ଆଲୋଚନା କରି ସ୍କୁଲକୁ ଆଣିବା ବ୍ୟବସ୍ଥା ହେବ । ଡ୍ରପଆଉଟ୍ ପିଲାଙ୍କୁ ସ୍କୁଲକୁ ଆଣିବାକୁ ସବୁ ସ୍ତରରେ ଉଦ୍ୟମ ହେବ ବୋଲି ସେ କହିଛନ୍ତି ।
Related Stories
November 22, 2024