
ଭଞ୍ଜନଗର – ଅଯୋଧ୍ୟା ଠାରେ ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ରାମଚନ୍ଦ୍ର ଙ୍କର ମନ୍ଦିର ନିର୍ମାଣ ପାଇଁ ସୁପ୍ରିମ କୋର୍ଟ ରାୟ ଦେବା ପରେ ଚାରିଆଡେ ଖୁସି ର ଲହରୀ ଦେଖିବାକୁ ମିଳିଛି l ଭଞ୍ଜନଗର ନିକଟସ୍ଥ ଗାଲେରୀ ଗ୍ରାମରେ ଆଜି ସନ୍ଧ୍ୟାରେ ଶ୍ରୀ ଦଧି ବାମନ ସ୍ୱାମୀଙ୍କ ମନ୍ଦିର ଠାରେ ସତସଙ୍ଗ କାର୍ଯ୍ୟକ୍ରମ ରେ ବହୁ ଶ୍ରଦ୍ଧାଳୁ ଉପସ୍ଥିତ ଥିଲେ l ରବୀନ୍ଦ୍ର ପ୍ରସାଦ ଶତପଥୀ ପ୍ରବଚନ ଦେଇଥିଲେ l ସେଥି ମଧ୍ୟରେ ରାମ ମନ୍ଦିର ନିର୍ମାଣ ସକାଶେ 108 ମହିଳା ଦୀପ ଜାଳି ଖୁସି ବ୍ୟକ୍ତ କରିଥିଲେ l