ବାଲେଶ୍ଵର, ବାଲେଶ୍ଵର ଚାନ୍ଦିପୁରରୁ ଆଜି ଏମଆରଏସଏଏମ କ୍ଷେପଣାସ୍ତ୍ରର ଉତକ୍ଷେପଣ ସଫଳ ହୋଇଛି । ଏହି ମଧ୍ୟମ ଦୂରଗାମୀ କ୍ଷେପଣାସ୍ତ୍ର ଭୂପୃଷ୍ଠରୁ ଆକାଶରେ ଲକ୍ଷ୍ୟଭେଦ କରିବାର କ୍ଷମତା ରଖିଛି । ଫଳରେ କ୍ଷେପଣାସ୍ତ୍ରର ସେନା ସଂସ୍କରଣ ପରୀକ୍ଷଣରେ ଡିଆରଡିଓକୁ ମିଳିଛି ସଫଳତା । ଭାରତୀୟ ସେନାରେ ବ୍ୟବହାର ପାଇଁ ଏହି କ୍ଷେପଣାସ୍ତ୍ର ନିର୍ମାଣ କରାଯାଇଛି । ଏଠାରେ ଉଲ୍ଲେଖଯୋଗ୍ୟ, ଗତ ୩ ଦିନରେ ୪ଟି କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ହେଲାଣି ।
Related Stories
November 22, 2024