ଓଡିଶା ଧରାକୋଟରେ ମଦ ବିରୋଧି ଆନ୍ଦୋଳନ ଓ ରାସ୍ତାରୋକ desk November 6, 2019 1 min read ଗଞ୍ଜାମ – ଧରାକୋଟରେ ପୁଣି ମଦବନ୍ଦ ଆନ୍ଦୋଳନ ଆଜି ହୋଇଛି । ଆଜି ସକାଳୁ ମହିଳାମାନେ ଆସିକା-ସୋରଡ଼ା ୫୯ ରାଜପଥ ଅବରୋଧ ଦୀର୍ଘ ସମୟ ଧରି ଦେଶୀ ମଦ ବିକ୍ରି ବନ୍ଦ ଦାବି କରିଥିଲେ । ଏହି ଆନ୍ଦୋଳନ କାର୍ଯ୍ୟ ୬ଘଂଟା ହୋଇଥିଲା ମହିଳାମାନଙ୍କୁ ସ୍ଥାନୀୟ ଜନସାଧାରଣ ସହଯୋଗ କରିଥିଲେ । Tags: Anti Adiction Strike Continue Reading Previous: ବାଇକ୍ରୁ ୪ଲକ୍ଷ ଟଙ୍କା ଲୁଟ୍Next: ଚକବନ୍ଦୀ କାମ ନସରୁଣୁ କ୍ୟାମ୍ପ ଉଠାଇବାକୁ ମସୁଧା – ଗ୍ରାମବାସୀଙ୍କ ବିରୋଧ Leave a Reply Cancel replyYour email address will not be published. Required fields are marked *Comment * Name * Email * Website Save my name, email, and website in this browser for the next time I comment. Related Stories Indo Kaling Times 11 May 2025 Important news 1 min read ଓଡିଶା Indo Kaling Times 11 May 2025 Important news May 11, 2025 ବିଶ୍ୱ ମାତୃଦିବସରେ ସମସ୍ତ ମାଆମାନଙ୍କୁ ଶୁଭେଚ୍ଛା ଜଣାଇଲେ ସୂର୍ଯ୍ୟବଂଶୀ ସୂରଜ ଓଡିଶା ବିଶ୍ୱ ମାତୃଦିବସରେ ସମସ୍ତ ମାଆମାନଙ୍କୁ ଶୁଭେଚ୍ଛା ଜଣାଇଲେ ସୂର୍ଯ୍ୟବଂଶୀ ସୂରଜ May 11, 2025 ସିଭିଲ ଡିଫେନ୍ସ ସଙ୍ଗଠନରେ ସ୍ବେଚ୍ଛାସେବୀ ଭାବେ ଯୋଗ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ଅପିଲ ଓଡିଶା ସିଭିଲ ଡିଫେନ୍ସ ସଙ୍ଗଠନରେ ସ୍ବେଚ୍ଛାସେବୀ ଭାବେ ଯୋଗ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ଅପିଲ May 11, 2025