ପାରାଦ୍ୱୀପ, ଢ଼ିଙ୍କିଆରେ ସାଧାରଣଜନତାଙ୍କୁ ପୋଲିସର ମାଡ଼, ଠେଲାପେଲା ସହ ପୁଣି ଥରେ ଉତେଜନା ପ୍ରକାଶ ପାଇଛି । ଆଜି ହାଇକୋର୍ଟର ୫ ଜଣିଆ କମିଟିଙ୍କ ଗସ୍ତ ବେଳେ ସେଠାରେ ଉତେଜନା ଦେଖାଦେଇଛି । କମିଟି ସହ ଯାଇଥିବା ଜଣେ ସାମାଜିକ କର୍ମୀଙ୍କୁ ଠେଲାପେଲା କରିଥିଲେ ଲୋକେ । ଏପରିକି ଜଣେ ଶିଳ୍ପ ବିରୋଧି ନେତାଙ୍କ ଉପରେ ମଧ୍ୟ ମାଡ଼ ହୋଇଥିବା ଅଭିଯୋଗ ହୋଇଛି । ହାଇକୋର୍ଟ କମିଟି ଓ ପୋଲିସ ଉପସ୍ଥିତିରେ ଏହି ଘଟଣା ଘଟିଥିବା ଜଣାପଡିଛି ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO