ଭୁବନେଶ୍ୱର – ଦୁର୍ନୀତି, ଅନିୟମିତତା ଓ କାର୍ଯ୍ୟ କ୍ଷେତ୍ରରେ ମହିଳା କର୍ମଚାରୀଙ୍କୁ ଯୌନ ନିର୍ଯାତନା ଅଭିଯୋଗରେ ରାୟଗଡ଼ା ଡ଼ିଏଫଓ ଦେବାର୍ଚ୍ଚନ ବେହେରାଙ୍କୁ ଆଜି ରାଜ୍ୟ ସରକାର କାର୍ଯ୍ୟରୁ ନିଲମ୍ବନ କରିଛନ୍ତି । ସରକାରୀ କୋଠା ଓ ବାମ୍ବୋ କଟେଜ୍ ନିର୍ମାଣରେ ଦୁର୍ନୀତି ଓ ଅଫିସ୍ ସାମଗ୍ରୀ କିଣାରେ ଦୁର୍ନୀତି କରିଥିବା ନେଇ ତାଙ୍କ ବିରୋଧରେ ଗୁରୁତର ଅଭିଯୋଗ ରହିଥିଲା । ଯାହାକି ବର୍ତମାନ ତଦନ୍ତାଧିନ ରହିଛି ।
Related Stories
December 2, 2024