ଓଡିଶା ରାଜଧାନୀରୁ ୧୩୨ ମଦୁଆ ଗିରଫ desk November 2, 2019 ଭୁବନେଶ୍ୱର – ସର୍ବ ସାଧାରଣରେ ମଦ୍ୟପାନ କରୁଥିବା ଅଭିଯୋଗରେ ଭୁବନେଶ୍ୱରରୁ ୧୩୨ ଜଣଙ୍କୁ ଗିରଫ କରାଯାଇଛି । ସେମାନଙ୍କ ଠାରୁ ୬୬ ହଜାର ଟଙ୍କାର ଜୋରିମାନା ଆଦାୟ କରାଯାଇଛି । ଏଥିପାଇଁ କମିଶନରେଟ୍ ପୋଲିସ୍ ପକ୍ଷରୁ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ ହୋଇଛି । Tags: commissionrate police arrested Continue Reading Previous: ମାଲକାନଗିରି ଶିକ୍ଷକ ପାଇଁ ହେବ କ୍ଲଷ୍ଟର Next: ନଗଡା ଟଙ୍କା ଆତ୍ମସାତ୍ : ୬ ଅଧୀକାରୀଙ୍କୁ ଲୋକୟୁକ୍ତଙ୍କ ନୋଟିସ୍ Leave a Reply Cancel replyYour email address will not be published. Required fields are marked *Comment * Name * Email * Website Save my name, email, and website in this browser for the next time I comment. Related Stories Indo Kaling Times 03 November 2025 Important news 1 min read ଓଡିଶା Indo Kaling Times 03 November 2025 Important news November 3, 2025 ବିହାର ନିର୍ବାଚନ ଏବଂ ଉପ-ନିର୍ବାଚନ ୨୦୨୫ 1 min read ଓଡିଶା ବିହାର ନିର୍ବାଚନ ଏବଂ ଉପ-ନିର୍ବାଚନ ୨୦୨୫ November 3, 2025 ରାଜଭବନରେ ବିଶ୍ଵ ହିନ୍ଦୀ ପରିଷଦ ଆନୁକୁଲ୍ୟରେ ସମ୍ବର୍ଦ୍ଧନା ସମାରୋହ ଓଡିଶା ରାଜଭବନରେ ବିଶ୍ଵ ହିନ୍ଦୀ ପରିଷଦ ଆନୁକୁଲ୍ୟରେ ସମ୍ବର୍ଦ୍ଧନା ସମାରୋହ November 3, 2025