ଭୁବନେଶ୍ବର: ବିହାରର ମହାପର୍ବ ଛଠ ଆଜି ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ବିଶେଷ କରି ପଶ୍ଚିମ ଓଡ଼ିଶାରେ ଧୁମଧାମରେ ପାଳିତ ହେଉଛି। ରାଉରକେଲା ଷ୍ଟିଲ ସିଟି ରେ ଛଠ ପୂଜା କୁ ନେଇ ବେଶ୍ ଓସ୍ତାହ ଥିଲାବେଳେ ରାଜଧାନୀ ଭୁବନେଶ୍ଵର, ଝାରସୁଗୁଡ଼ା, ସମ୍ବଲପୁର, କଟକ ସହିତ ବିଭିନ୍ନ ଅଞ୍ଚଳରେ ବିହାରୀ, ମାରୱାଡ଼ି ସମାଜର ଲୋକେ ଛଠ ପୂଜା କୁ ନେଇ ସନ୍ଧ୍ୟା ବେଳକୁ ନଦୀ ଆଉ ପୋଖରୀ କୂଳରେ ଯାଇ ସୂର୍ଯ୍ୟ ପୁଜା ପାଇଁ ତିଆରି ରେ ଲାଗି ପଡିଚନ୍ତ୍। କାଳୀ ସକାଶେ ଉଗନ୍ତା ସୂର୍ଯ୍ୟ ଦେବତାଙ୍କ ପୁଜା ପରେ ୟେହି ମହାପର୍ବ ର ପରାନ୍ ହେବ।
Related Stories
April 17, 2024