ବଲାଙ୍ଗିର ,ଆଜି ସକାଳେ ସୁଦ ପଡା ଫାଟକ ନିକଟରେ ଏକ ଯୁବକକୁ ମାଲବାହୀ ଟ୍ରେନ ମାଡ଼ି ଯିବାରୁ ତାର ମୃତ୍ୟୁ ହୋଇଛି। ପରିଚୟ ରୁ ସେ ସୁଦପଡା ର ସୁବାଷ ପୋଢ଼ ବୟସ 30 ହେବ। ସେ ଆତ୍ମହତ୍ୟା ପାଇଁ ମାଲବାହୀ ଟ୍ରେନ ଆଗକୁ ଯାଇ ମାରିଥିବା କୁହଯାଉଛି । ଜି ଆର୍ ପି ପୁଲିସ ଘଟଣା ର ତଦନ୍ତ ଆରମ୍ଭ କରିଛି ।

Editor
ଆମ ସମ୍ପର୍କରେ ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ । HEMANT KUMAR TIWARI MANAGING EDITOR CUM CEO