ମାଲକାନଗିରି, ମାଲକାନଗିରି ଜିଲ୍ଲା ସୀମାନ୍ତ ତେଲେଙ୍ଗାନା ରାଜ୍ୟରେ ଆଜି ସକାଳୁ ଲ୍ୟାଣ୍ଡମାଇନ ବିସ୍ପୋରଣ ହେବା ଯୋଗୁଁ ଜଣେ ଗ୍ରେହାଣ୍ଡ ଯବାନ ଗୁରୁତର ଆହତ ହୋଇଥିବା ଜଣାପଡିଛି । ତେଲେଙ୍ଗାନା ରାଜ୍ୟ ଭଦ୍ରାଦିକତା ଗୁଡ଼େମ ଜିଲ୍ଲାର ଚାର୍ଲା ଥାନା ଅନ୍ତର୍ଗତ ବାଟେନପାଲ୍ଲୀ ଓ ଏରାମପୁଡୁ ଗ୍ରାମ ରାସ୍ତାରେ ଯବାନ ମାନେ କୁମ୍ବିଙ୍ଗ ଅପରେସନ କରୁଥିବା ସମୟରେ ଏହି ବିସ୍ଫୋରଣ ହୋଇଛି ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO