-
୮ ଗ୍ରାମର ପ୍ରାୟ ୬ ହଜାର ଲୋକଙ୍କୁ ସ୍ଥାନାନ୍ତର
ବାଲେଶ୍ୱର, କ୍ଷେପଣାସ୍ତ୍ର ପରୀକ୍ଷଣ ପାଇଁ ଚାନ୍ଦିପୁର ଅଂଚଳରୁ ଲୋକଙ୍କୁ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଇଛି । ୮ଟି ଗ୍ରାମର ପ୍ରାୟ ୬ ହଜାର ଲୋକଙ୍କୁ ସ୍ଥାନାନ୍ତର କରିଛି ପ୍ରଶାସନ । ଆଜି ଚାନ୍ଦିପୁରରୁ ଏକ ଅତ୍ୟାଧୁନିକ କ୍ଷେପଣାସ୍ତ୍ର ପରୀକ୍ଷଣ ହେବା ନେଇ ସୂଚନା ମିଳିଛି । ସୁରକ୍ଷା ଦୃଷ୍ଟିରୁ ଲୋକଙ୍କୁ ସ୍ଥାନାନ୍ତର କରାଯାଉଥିବା ଜଣାପଡିଛି ।