କନ୍ଧମାଳ – ଦଫା ଦାବିନେଇ ଆଜି କନ୍ଧମାଳ ଜିଲା ବାଲିଗୁଡ଼ା ବ୍ଳକ ଅନ୍ତର୍ଗତ ବହୁ ଚର୍ଚ୍ଚିତ ଗୁମୁଡ଼ୁମାହା ଗ୍ରାମର ଅଧିବାସୀ ମାନେ ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି. ନଭେମ୍ବର ୧୦ ତାରିଖ ସୁଦ୍ଧା ଦାବି ଗୁଡ଼ିକ ଉପରେ କାର୍ଯ୍ୟାନୁ Â ାନ ଗ୍ରହଣ କରାନଗଲେ ବାଧ୍ୟ ହୋଇ ସେମାନେ ରାଜ ରାସ୍ତାକୁ ଓଲ୍ଲାଇବେ ବୋଳି ଲିଖିତ ଭାବେ ଚେତାବନି ଦେଇଛନ୍ତି. ଆଶ୍ରବ ବିଦ୍ୟାଳୟ ମାନଙ୍କରେ ରୋଷେୟା ଭାବେ କାର୍ଯ୍ୟରତ ବ୍ୟକ୍ତିଙ୍କୁ ସ୍ଥାୟୀ ଚାକିରି ଦେବା, ମାଙ୍ଗାପାଙ୍ଗା ଠାରୁ ଗୁମୁଡ଼ୁମାହା –ଗସାମାହା ପିଚୁରାସ୍ତା ସହ ଗ୍ରାମରେ ଉପସ୍ଥାସ୍ଥ୍ୟ କେନ୍ଦ୍ର ଓ ମୋବାଇଲ୍ ଟାୱାର ନିର୍ମାଣ କରିବା, ଗୁମୁଡ଼ୁମାହା ଠାରେ ଜବାନ ମାନଙ୍କ ଗୁଳଳିକାଣ୍ଡ ହେବାର ୩ ବର୍ଷ ବିତିଯାଇଥିବା ବେଳ ରାଜ୍ୟ ସରକାର ଏହି ଘଟଣାର ତଦନତ୍ ପାଇଁ ଏଚ୍.ଆର୍.ପି. ସି କଟକଙ୍କୁ ଦାୟିତ୍ୱ ଦେଇଥିଲେ ମଧ୍ୟ ବର୍ତ୍ତମାନ ପର୍ଯନ୍ତ କୌଣସି ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇନଥିବା, ରାଜ୍ୟ ସରକାର ଉକ୍ତ ଘଟଣାର ତଦନ୍ତ ପାଇଁ ଜିଲା ଜଜ୍ଙ୍କୁ ତଦନ୍ତ କମିଶନ ଭାବେ ନିଯୁକ୍ତି ଦେଇଥିବା ବେଳେ ତଦନ୍ତ କମିଶନର ଇତି ମଧ୍ୟରେତ ତଦନ୍ତ ସମାପ୍ତକରି ରାଜ୍ୟ ରିପୋର୍ଟ ପ୍ରଦାନ କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଏନେଇ ଓ ଏହାକୁ ମାନବ କରିନାହାନ୍ତି ଅଧିକାର ମାନବ ମାନବ. କମିଶନ ଦେଇଥିବା ଚିଠି ପ୍ରକାରେ ରାଜ୍ୟ ସର ାର ତାହାକୁ କୌଣସି ପ୍ରକାର ପାଳନ କରାଯାଇନଥିବା ଅଭିଯୋଗ କରି ଏହି ଦାବିପତ୍ର ପ୍ରଦାନ କରାଯାଇଛି. ଗୁମୁଡ଼ିମାହା ଗ୍ରାମର ସତ୍ୟଭାମା ନାୟକ, କାର୍ତ୍ତିକ ବେହେରା, ବ୍ରଗ ମଲିକ, ନିରଞ୍ଜନ ବେହେର, ବନମାଳି ମଲିକ, ଦିଲି ମଲିକ, ସ୍ୱେଚ୍ଛାସେବୀ ବୁଲୁ ଦିଗାଲ, କେଶବ ବେହେରାଙ୍କ ବହୁ ଗ୍ରାମବାସୀ ଆସି ପ୍ରଶସାନର ଦ୍ୱାରସ୍ଥ ହେବା ସହିତ ଏହି ଦାବିପତ୍ର ପ୍ରଦାନ କରିଥିବା ବେଳେ ଜିଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲାପାଳ ବସନ୍ତ କୁମାର ସାହୁଙ୍କ ଦାବିପତ୍ର ପ୍ରଦାନ କରିବା ସହିତ ଆଲେଚାନା. କରିଥିଲେ. ଏଠାରେସୂଚନା ଯୋଗ୍ୟ ଯେ, ଗତ ୮.୭. ୨୦୧୬ ତାରିଖ ରାତ୍ରରେ ଗୁମୁଡୁମାହା ଗ୍ରାମର କିଛି ଅଧିବାସୀ ନିଜ କାମସାରି ନିଜ ଗ୍ରାମକୁ ଏକ ଅଟୋ ଦ୍ୱାରା ଫେରୁଥିବା ବେଳେ ଅଚାନକ ଭାବେ ଗୁଳିଚାଳନା ହେବାରୁ ସେହି ଗ୍ରାମର ଜଣେ ଶିଶୁଙ୍କ ସମେତ ୫ ଜଣ ଗୁଳିର ଶୀକାର ହୋଇ ମୃତୁ୍ୟବାଣ କରିଥିବା ବେଳେ ବହୁ ଗ୍ରାମବାସୀ ମାନେ କ୍ଷତ ବିକ୍ଷତ ହୋଇଥିଲେ. ପରବର୍ତ୍ତି ସମୟରେ ଏହି ଘଟଣା ସମଗ୍ର ରାଜ୍ୟ ଓ ଦେଶରେ ଏକ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ ମୃତକଙ୍କ ପରିବାରକୁ ସରକାରଙ୍କ ପକ୍ଷରୁ ୭ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିବ ବେଳେ ଆହତ ମାନଙ୍କର ଚିକିତ୍ସା ପାଇଁ ୫୦ ହଜାର ଟଙ୍କାର ସହାୟତା ଦିଆଯାଇଥିଲା. ସେହିଭଳି ମୃତ ବ୍ୟକ୍ତିଙ୍କ ପରିବାରର ଜଣେ ଜଣେ ସଦସ୍ୟଙ୍କୁ ବିଭିନ୍ନ ସରକାରୀ ଆଶ୍ରମ ବିଦ୍ୟାଳୟ ମାନଙ୍କରେ ଅସ୍ଥାୟୀ ଭାବେ ରୋଷେୟା ଭାବେ ନିଯୁକ୍ତି ଦିଆଯିବା ସହିତ ଗୁମୁଡ଼ୁମାହାର ବିକାଶ ପାଇଁ ମଧ୍ୟ ପ୍ରତିଶୃତି ଦିଆଯାଇଥିଲା. ଘଟଣା ସମଗ୍ର ରାଜ୍ୟ ଓ ଦେଶରେ ଏକ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ ମୃତକଙ୍କ ପରିବାରକୁ ସରକାରଙ୍କ ପକ୍ଷରୁ ୭ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିବ ବେଳେ ଆହତ ମାନଙ୍କର ଚିକିତ୍ସା ପାଇଁ ୫୦ ହଜାର ଟଙ୍କାର ସହାୟତା ଦିଆଯାଇଥିଲା. ସେହିଭଳି ମୃତ ବ୍ୟକ୍ତିଙ୍କ ପରିବାରର ଜଣେ ଜଣେ ସଦସ୍ୟଙ୍କୁ ବିଭିନ୍ନ ସରକାରୀ ଆଶ୍ରମ ବିଦ୍ୟାଳୟ ମାନଙ୍କରେ ଅସ୍ଥାୟୀ ଭାବେ ରୋଷେୟା ଭାବେ ନିଯୁକ୍ତି ଦିଆଯିବା ସହିତ ଗୁମୁଡ଼ୁମାହାର ବିକାଶ ପାଇଁ ମଧ୍ୟ ପ୍ରତିଶୃତି ଦିଆଯାଇଥିଲା. ଘଟଣା ସମଗ୍ର ରାଜ୍ୟ ଓ ଦେଶରେ ଏକ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ ମୃତକଙ୍କ ପରିବାରକୁ ସରକାରଙ୍କ ପକ୍ଷରୁ ୭ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିବ ବେଳେ ଆହତ ମାନଙ୍କର ଚିକିତ୍ସା ପାଇଁ ୫୦ ହଜାର ଟଙ୍କାର ସହାୟତା ଦିଆଯାଇଥିଲା. ସେହିଭଳି ମୃତ ବ୍ୟକ୍ତିଙ୍କ ପରିବାରର ଜଣେ ଜଣେ ସଦସ୍ୟଙ୍କୁ ବିଭିନ୍ନ ସରକାରୀ ଆଶ୍ରମ ବିଦ୍ୟାଳୟ ମାନଙ୍କରେ ଅସ୍ଥାୟୀ ଭାବେ ରୋଷେୟା ଭାବେ ନିଯୁକ୍ତି ଦିଆଯିବା ସହିତ ଗୁମୁଡ଼ୁମାହାର ବିକାଶ ପାଇଁ ମଧ୍ୟ ପ୍ରତିଶୃତି ଦିଆଯାଇଥିଲା.
Related Stories
November 28, 2024
November 28, 2024